The Ultimate Managed Hosting Platform
ADVERTISEMENT

ରାଜ୍ୟରେ ଆଇଏଏସ ଆଇପିଏସ ମରୁଡି, ବିଧାନସଭାରେ ଉଠିଲା ପ୍ରଶ୍ନ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଆଇଏଏସ, ଆଇପିଏସ ଅଧିକାରୀଙ୍କ ମରୁଡି । ୬୬ ଆଇଏଏସ ପଦବୀ ଓ ୬୯ ଆଇପିଏସ ପଦବୀ ଖାଲି ପଡିଛି । ଏ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ୨୨ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ୧୦ ଆଇପିଏସ ୫ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧିକ କାର୍ୟ୍ୟକଳାପ । ୨୦୨୩ ତୁଳନାରେ ୨୦୨୪ରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login