The Ultimate Managed Hosting Platform
ADVERTISEMENT

ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନେ୍ଦାଳନ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନେ୍ଦାଳନ । ଫଳରେ ରୋଗୀ ସେବା ହୋଇଛି ପ୍ରଭାବିତ । କୋଲକତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆନେ୍ଦାଳନ । ଭୁବନେଶ୍ୱର ଏମ୍ସ , ଏସସିବି, ଭୀମସାର ଓ ଏମକେସିଜିରେ ଆନେ୍ଦାଳନ । ଜରୁରୀ କାଳୀନ ଚିକିତ୍ସାକୁ ଛାଡି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ । ଭୁବନେଶ୍ୱର ଏମସରେ ଧାରଣାରେ ବସିଲେ ୫ ଶହରୁ ଅଧିକ ଡାକ୍ତର । ଏମକେସିଜିରେ ଜୁନିୟର ଡାକ୍ତରଙ୍କ ଆଉଟ ଡୋର କାର୍ଯ୍ୟ ବନ୍ଦ ଆନେ୍ଦାଳନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login