The Ultimate Managed Hosting Platform
ADVERTISEMENT

ରାଜେଶ ପାଟିଲ୍ ବିଏମସି କମିଶନର

Facebook
Twitter
LinkedIn

ଭୁବନେଶ୍ୱର : ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ହେଲେ ବିଏମସି କମିଶନର । ନୂଆ ବିଏମସି କମିଶନର ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି । ବର୍ତ୍ତମାନର କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯିବେ । ତେବେ ଛୁଟିରୁ ଫେରିବା ପରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସୂଚନା ରହିଛି । ସୂଚନା ମୁତାବକ, ରାଜେଶ ପ୍ରଭାକର ବିଏମସି କମିଶନର ଦାୟିତ୍ୱ ସହ ସମନ୍ୱୟ ବିଭାଗର ସଚିବ ମଧ୍ୟ ରହିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login