ଭୁବନେଶ୍ୱର : ରାଜା ଚକ୍ର ମାମଲାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ରାଜା ଚକ୍ରଙ୍କ ଲିଙ୍କରେ ଅନେକ ବଡବଡିଆଙ୍କ ସମ୍ପୃକ୍ତି ରହିଛି । କାଲି ବଦ୍ରିପାତ୍ର କହିସାରିଛନ୍ତି , ଲିଙ୍କରେ ଯିଏ ବି ଅଛନ୍ତି ଛଡାଯିବନି । ଆଇନ ଅନୁସାରେ କାହାକୁ ଛଡାଯିବନି, ସମସ୍ତେ ବନ୍ଧା ହେବେ । ଆମ ସରକାର କାହାକୁ ଛାଡିନାହାନ୍ତି କି ଛାଡିବେନି ।
ଅନ୍ୟପଟେ ଆଜି କୋର୍ଟରେ ହାଜ ପରେ ଜେଲ ଗଲେ ରାଜା ଚକ୍ର । ବାଲେଶ୍ୱର କୋର୍ଟରେ ଇଓଡବ୍ଲ୍ୟୁ ହାଜର କରିବା ପରେ ଜେଲ ଗଲେ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ଜେଲ ଗଲେ । ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜରେ ରହିବେ ରାଜା ଚକ୍ର । ରାଜା ଚକ୍ରଙ୍କ ରିମାଣ୍ଡ କିମ୍ବା ଜାମିନ ଆବେଦନ ହେଲାନି । ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ରାଜା ଚକ୍ର ବିଚାର ବିଭାଗୀୟ ହାଜତରେ ରହିପାରେ । ଆଗାମୀ ଦିନରେ ଜାମିନ ପାଇଁ ଦରଖାସ୍ତ ଦିଆ ଯିବ କହିଲେ ରାଜା ଚକ୍ରଙ୍କ ଓକିଲ ରଘୁନାଥ ପ୍ରଧାନ । କ୍ରାଇମବ୍ରାଞ୍ଚ ତଦନ୍ତରୁ ରାଜା ଚକ୍ରଙ୍କ ବିରୋଧରେ ସିଧାସଳଖ ୯ କୋଟି ୧୦ ଲକ୍ଷ ଟଙ୍କାର ଅନିୟମିତତା ଥିବା ପ୍ରମାଣ ମିଳିଛି । ଏହି ମାମଲାରେ ୪୨ ଗାଡ଼ି ଜବତ ହୋଇଥିବା ବେଳେ ୨୫ଲକ୍ଷ ଟଙ୍କା ଫ୍ରିଜ ହୋଇଛି ।
ରାଜା ଚକ୍ରଙ୍କ ଲିଙ୍କରେ ବଡବଡୁଆଙ୍କ ସମ୍ପୃକ୍ତି : ପୃଥ୍ୱୀରାଜ
Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...