The Ultimate Managed Hosting Platform
ADVERTISEMENT

ରାଜରାସ୍ତାରେ ଧାରଣାରେ ବସିଲେ କେରଳ ରାଜ୍ୟପାଳ

Facebook
Twitter
LinkedIn

ନୂଆଦିଲ୍ଲୀ : କେରଳ ରାଜ୍ୟପାଳଙ୍କ ବିକ୍ଷୋଭ । କେରଳ ନୀଳାମେଲ ଜିଲ୍ଲାର ଏସଏଫଆଇ (ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ) କାର୍ଯ୍ୟକର୍ତ୍ତାଙ୍କୁ ଗିରଫ ଦାବିରେ ରାସ୍ତାକଡରେ ଏକ ଦୋକାନ ସମ୍ମୁଖରେ ଧାରଣାରେ ବସିଲେ । ଉଲ୍ଲେଖଯୋଗ୍ୟ, ମୁଖ୍ୟତଃ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କାର୍ୟ୍ୟକାରିତା ଏବଂ ବିଧାନସଭାରେ ପାରିତ କେତେକ ବିଲ୍ରେ ସେ ସ୍ୱାକ୍ଷର ନକରିବା ଆଦି ଅନେକ ପ୍ରସଙ୍ଗକୁ ନେଇ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ଓ ବାମପନ୍ଥୀ ସରକାର ମଧ୍ୟରେ ବିବାଦ ଲାଗି ରହିଛି।
ରାଜ୍ୟପାଳ ଓ ରାଜ୍ୟ ସରକାର ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଥିବାବେଳେ ଗୁରୁବାର ରାଜ୍ୟପାଳ କେରଳ ବିଧାନସଭାରେ ନିଜର ପାରମ୍ପରିକ ଅଭିଭାଷଣକୁ ଦୁଇ ମିନିଟ୍ ମଧ୍ୟରେ ଶେଷ କରି କେବଳ ଶେଷ ଅନୁଚ୍ଛେଦ ପଢ଼ି ବିଧାନସଭା ମଧ୍ୟରୁ ଚାଲି ଆସିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login