ଭୁବନେଶ୍ୱର: ରାଜରାସ୍ତାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗର୍ଜନ । ଆଇନଗତ ହକ ଛଡାଇ ନେଉଛନ୍ତି ସରକାର । ପେନସନ ସହ ଅବସରକାଳିନ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଦାବି । ୧୯୯୪ ବ୍ଲକ ଗ୍ରାଣ୍ଟ ଅନୁଦାନ ନିୟମ ୨୦୧୮ରେ ସଂଶୋଧିତ ହୋଇ ଷଷ୍ଠ ବେତନ କମିଶନ ହିସାବରେ ପୂର୍ଣ୍ଣ ଅନୁଦାନ ପାଇ ଏହି ବିଦ୍ୟାଳୟ ଗୁଡିକ ନ୍ୟୁ ଏଡେଡ୍ ହାଇସ୍କୁଲରେ ପରିଗଣିତ ହେଉଛି । ତେଣୁ ଆଗାମୀ ଦିନରେ ୭ମ ବେତନ କମିଶନ ଆଧାରରେ ଦରମ ମଧ୍ୟ ପାଇବାକୁ ଯାଉଛନ୍ତି । କିନ୍ତୁ ଶିକ୍ଷା ଆଇନ ୧୯୬୯ ଅନୁଯାୟୀ ବ୍ଲକ ଗ୍ରାଣ୍ଟ ଶିକ୍ଷକ ମାନେ ୬୦ ବର୍ଷରେ ଅବସର ନେଇଥିବା ବେଳେ ଆଇନରେ ବିଧି ବ୍ୟବସ୍ଥା ଥାଇ ମଧ୍ୟ ୬୦୮ ବର୍ଗର ଶିକ୍ଷକ ଓ କର୍ମଚାରୀ ମାନଙ୍କ ପରି ମାନ୍ୟତା ଦିଆଯାଇନାହିଁ । ବ୍ଲକ ଗ୍ରାଣ୍ଟ ଅନୁଦାନରେ ଥିବା ୨୭ଟି ବିଦ୍ୟାଳୟ ସୁପ୍ରିମକୋର୍ଟଙ୍କ ରାୟ ଫଳରେ ପୂର୍ଣ୍ଣ ଅନୁଦାନ ସହ ପେନସନ ସୁବିଧା ପାଉଛନ୍ତି । କିନ୍ତୁ ଅନ୍ୟ ସମସ୍ତ ନ୍ୟୁ ଏଡେଡ୍ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ପେନସନ ସହ ଅବସରକାଳୀନ ସୁବିଧା ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଏହି ଆନେ୍ଦାଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ।
ରାଜରାସ୍ତାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗର୍ଜନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







