ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବେନି କହିଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ନିର୍ବାଚନ ଲଢିବିନି କିନ୍ତୁ ରାଜନୀତି କରିବି କହିଲେ ନରସିଂହ । ଯୁବକ ମାନେ ରାଜନୀତିକୁ ଅଧିକମାତ୍ରାରେ ଆସିବା ଦରକାର । ଆଗାମୀ ନିର୍ବାଚନରେ ନରସିଂହ ନିର୍ବାଚନ ନ ଲଢି ତାଙ୍କ ପୁଅ ରାଜନୀତିକୁ ଓହ୍ଲାଇବେ ବୋଲି କହିଥିଲେ ।
Views: 65