The Ultimate Managed Hosting Platform
ADVERTISEMENT

ରାଜଧାନୀରେ ଯୁବକଙ୍କୁ ହାଣିଲେ ଦୁର୍ବୁତ୍ତ !

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ୁଯବକଙ୍କୁୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ । ଭିଏସଏସ ନଗର ଫାଣ୍ଡି ଅଞ୍ଚଳରେ ଗୋଡାଇ ହାଣିଲେ । ଗୁରୁତର ଅବସ୍ଥାରେ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଖବର ଅନୁଯାୟୀ, ଆହାତ ହୋଇଥିବା ଯୁବକ ଜଣଙ୍କ ପୁର୍ବରୁ ମଧ୍ୟ ନିଶା କରୁଥିଲେ । କିଛି ଦିନ ହେବ ସେ ନିଶା ଛାଡ଼ି ଦେଇଥିଲେ। ତେବେ ତାରିଣୀ ବସ୍ତି ନିକଟରେ କିଛି ଦୁର୍ବୃତ୍ତ ଦେଖା ହୋଇ ନିଶା ସେବନ ପାଇଁ ଡାକିଥିଲେ। ଟଙ୍କା ମଧ୍ୟ ମାଗିଥିଲେ ରାଜି ନ ହେବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଯୁବକ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫାଣ୍ଡିକୁ ଯାଇଥିଲେ । ଦୀର୍ଘ ଏକ ଘଣ୍ଟା ପରେ ଗୁରୁତର ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login