The Ultimate Managed Hosting Platform
ADVERTISEMENT

ରାଉରକେଲା ପରେ ବଲାଙ୍ଗୀରରେ ଡାଇରିଆ ଆତଙ୍କ , ଝାଡା ବାନ୍ତିରେ ୨ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ବଲାଙ୍ଗିର : କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ସୂଚନା । କାଲି ହସ୍ପିଟାଲରେ ୬ ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ , ଆଜି ୨ ମୃତ ।କଣ୍ଟାବାଞ୍ଝି ଡାକ୍ତରଖାନାରେ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ପୁଡ଼ାପଦାର ଗାାଁ ମୀରା ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ସାହୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login