The Ultimate Managed Hosting Platform
ADVERTISEMENT

ରାଉରକେଲାରେ ବଡ ଧରଣର ଅବକାରୀ ରେଡ

Facebook
Twitter
LinkedIn

ରାଉରକେଲା : ରାଉରକେଲାରେ ବଡ ଧରଣର ଅବକାରୀ ରେଡ । ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ନେଇ ଅବକାରୀ ବିଭାଗର ରେଡ ହୋଇଥିବା ଜଣା ପଡିଛି । ମହତାବ ରୋଡ଼ର ମୀନାପଡ଼ାରେ ଗଞେଇ ଓ ବ୍ରାଉନ ସୁଗାର କାରବାର ହେଉଥିବା ସମ୍ପର୍କରେ ସୂଚନା ପାଇ ରାଉରକେଲା ପୋଲିସ ପକ୍ଷରୁ ରେଡ୍ କରାଯାଇଥିଲା । ଏସପି ଓ ଡିଏସପିଙ୍କ ନେତୃତ୍ବରେ ଚାଲିଛି ଚଢାଉ । ଲକ୍ଷାଧିକ ଟଙ୍କାର ଡ୍ରଗ୍ସ, ନଗଦ ଟଙ୍କା ଜବତ ହୋଇଛି । ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ଅଟକ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login