The Ultimate Managed Hosting Platform
ADVERTISEMENT

‘ରଥ ଯାତ୍ରା ନିମନ୍ତେ ପୁରୀକୁ ଗଡ଼ିବ ୨୦୫ ଟ୍ରେନ୍‌’

Facebook
Twitter
LinkedIn

ପୁରୀ : ଦୁଇ ବର୍ଷ ହେବ କରୋନା ପାଇଁ ବିନା ଭକ୍ତରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିଲା । ହେଲେ ଚଳିତ ବର୍ଷ ରଥ ଯାତ୍ରା ଦେଖିବାକୁ ଭକ୍ତମାନଙ୍କୁ ଅନୁମତି ମିଳିଛି। ଏଥିପାଇଁ ବହୁ ସଂଖ୍ୟାର ଭକ୍ତ ପୁରୀ ଆସିବେ।

ସୂଚନା ଅନୁଯାୟୀ, ଭକ୍ତଙ୍କ ସୁବିଧା ପାଇଁ ପୁରୀକୁ ୨୦୫ଟି ଟ୍ରେନ୍ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରି ଏପରି କହିଛନ୍ତି ରଥ ଯାତ୍ରା ପାଇଁ ପୁରୀରେ ବିଶେଷ ବ୍ୟବସ୍ଥା କରାଯିବ। ସବୁ ପାର୍କିଂ ଏରିଆକୁ ଜର୍ମାନୀ ଟେଣ୍ଟରେ କଭର କରାଯିବ। ସେଠାରେ ଯାତ୍ରୀମାନଙ୍କ ପାଇଁ ବିଶେଷ ସୁବିଧା କରାଯିବ। ପୁରୀ ସହର ଭିତରେ ମୋବାଇଲ ଟିକେଟର ବ୍ୟବସ୍ଥା କରଯିବ। ଯେପରି କୌଣସି ଯାତ୍ରୀଙ୍କୁ ଲାଇନରେ ଠିଆ ହୋଇ ଟିକେଟ କରିବାକୁ ପଡ଼ିବ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login