The Ultimate Managed Hosting Platform
ADVERTISEMENT

ରଥଯାତ୍ରା ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି

Facebook
Twitter
LinkedIn

ପୁରୀ : ରଥଯାତ୍ରା ଯାଏ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି । ଆସନ୍ତା ୨୯ରୁ ଜୁନ ୨୭ ଯାଏ ଶ୍ରୀଜୀଉଙ୍କ ବିଶେଷ ନୀତି ଯୋଗୁଁ ରତ୍ନ ଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ୟ୍ୟ ବନ୍ଦ ରହିବ । ୨୯ ଏପ୍ରିଲ ଚନ୍ଦନ ଅଧିବାସ, ୩୦ ଏପ୍ରିଲ ଅକ୍ଷୟ ତୃତୀୟା ନୀତି ଯୋଗୁଁ ବନ୍ଦ ରହିବ କାର୍ୟ୍ୟ । ବାହାର ଚନ୍ଦନ, ଭିତର ଚନ୍ଦନ ,ସ୍ନାନ ପୂର୍ଣ୍ଣିମା, ଅନବସର ନୀତି ଥିବାରୁ ବନ୍ଦ ରହିବ ମରାମତି କାର୍ୟ୍ୟ । ଜୁନ ୨୭ ରେ ମହାପ୍ରଭୁ ଘୋଷଯାତ୍ରାରେ ଗଲେ ୨୮ ତାରିଖରୁ ଆରମ୍ଭ ହେବ କାର୍ୟ୍ୟ । ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login