The Ultimate Managed Hosting Platform
ADVERTISEMENT

ରକ୍ତ ଦଳବଦଳ: ୪ ସସପେଣ୍ଡ

Facebook
Twitter
LinkedIn

କଟକ : ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ଜଣ ସସପେଣ୍ଡ । କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାରର ୪ ଟେକ୍ନିସିଆନ ସସପେଣ୍ଡ । ୪ ଜଣଙ୍କୁ ସସପେଣ୍ଡ କଲେ ରକ୍ତଭଣ୍ଡାରର ନିଦେ୍ର୍ଦଶକ । ଗତ ୨୯ ତାରିଖରେ ଜଣେ ରୋଗୀଙ୍କୁ ଭୁଲ ରକ୍ତ ଦିଆଯାଇଥିଲା । ବି ପଜିଟିଭ ପାଉଚରେ ଏ ପଜିଟିଭ ଲେଖା ହୋଇଥିଲା । ଭୁଲ ରକ୍ତ ନେବା ପରେ ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login