The Ultimate Managed Hosting Platform
ADVERTISEMENT

ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ, ମୁଖ୍ୟ ଭୂମିକାରେ ଅନନ୍ତ ଯୋଶୀ

Facebook
Twitter
LinkedIn

ମୁମ୍ବାଇ : ଯାଗୀ ଆଦିତ୍ୟନାଥଙ୍କ ବାୟୋପିକ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାୟୋପିକର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଫିଲ୍ମର ନାମ ‘ଅଜେୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଯୋଗୀ ’ ରଖାଯାଇଛି । ଫିଲ୍ମର ପ୍ରଥମ ଝଲକ ପୋଷ୍ଟରରୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଯୋଗୀ ଭୂମିକାରେ ଅନନ୍ତ ଯୋଶୀ ନଜର ଆସିବେ । ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କର କେବଳ ଜୀବନୀ ନୁହେଁ ବରଂ ତାଙ୍କର ବେଶଭୂଷା ଶୈଳୀକୁ ମଧ୍ୟ ଦେଖାଇବାକୁ ଚେଷ୍ଟା କରାଯାଇଛି । ଆଦିତ୍ୟନାଥଙ୍କ ଜୀବନଶୈଳୀ, ଆଧ୍ୟାତ୍ମିକ ଏବଂ ରାଜନୀତି କ୍ଷେତ୍ରର ସମସ୍ତ ଯାତ୍ରାକୁ ଦୃଷ୍ଟିରେ ରଖି ଫିଲ୍ମଟିକୁ ନିର୍ମାଣ କରାଯାଇଛି । ପ୍ରଡ୍ୟୁସର ଋତୁ ମେଙ୍ଗୀ ହୋଇଥିବା ବେଳେ ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ସମ୍ରାଟ ସିନେମାଟିକ୍ସ ଦ୍ବାରା ପ୍ରସ୍ତୁତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login