The Ultimate Managed Hosting Platform
ADVERTISEMENT

ଯୁବପିଢିକୁ ପଥଭ୍ରଷ୍ଟ କରୁଛି ନିଶା –ରାଷ୍ଟ୍ରପତି

Facebook
Twitter
LinkedIn

ମୟୁରଭଞ୍ଜ: ନିଶା ମୁକ୍ତି ଅଭିଯାନ ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ସାତପାଉଟିଆରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ସମ୍ବୋଧନ । ନିଶା ଏକ ବ୍ୟାଧି, ସଚେତନତା ସୃଷ୍ଟି କରିବାକୁ ହେବ । ଅପକାରିତା ଜାଣି ମଧ୍ୟ ଆମେ ନିଶା ଆଡକୁ ଧସେଇ ପଶୁଛୁ । ଯୁବପିଢିକୁ ପଥଭ୍ରଷ୍ଟ କରୁଛି , ମାନସିକ ଅବସାଦ ବି ମୁଖ୍ୟ କାରଣ । ପ୍ରଥମେ ମଣିଷ ନିଶା ଖାଏ ପରେ ନିଶା ତାକୁ ଖାଏ । ଅର୍ଦ୍ଧଚେତନ ଅବସ୍ଥାରେ ମଣିଷ କଣ କରେ ବୁଝିପାରେନି । ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ଏକ ଅଭିଶାପ । ନିଶାରୁ ଦୂରେଇ ରହିବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଲେ । ଗାଁ ଗାଁ ବୁଲିବାକୁ ହେବ , ଲୋକଙ୍କୁ ସଚେତନ କରିବାକୁ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login