ଖୋର୍ଦ୍ଧା : ପୋଲ ତଳୁ ଯୁବକ , ଯୁବତୀଙ୍କ ଗଳିତ ମୃତଦେହ ଠାବ ହୋଇଛି । ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରେ ପଡିଛି ମୃତଦେହ । ୨ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ରହିଛି । ୧୧ ଦିନ ହେବ ନିଖୋଜ ଥିଲେ ଯୁବକ , ଯୁବତୀ । ଗୋଟିଏ ସ୍ଥାନରେ ପଡିଛି ଦୁଇ ଜଣଙ୍କ ଗଳିତ ମୃତଦେହ । କେହି ମାରି ଫିଙ୍ଗି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ ।
Views: 66