The Ultimate Managed Hosting Platform
ADVERTISEMENT

ଯୁବକଙ୍କ ଆତ୍ମହତ୍ୟା !

Facebook
Twitter
LinkedIn

କେନ୍ଦୁଝର : ଯୁବକଙ୍କ ଆତ୍ମହତ୍ୟା । କ୍ରେନରେ ରଶି ଲଗାଇ ଆତ୍ମହତ୍ୟା । ରେନୁ କ୍ରେନ ସର୍ଭିସରେ କାମ କରୁଥିଲେ ଯୁବକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଜେଏସଡବ୍ଲ୍ୟୁ ଅଫିସ ପାଖରେ ଥିବା କ୍ରେନରେ ଫାସି ଲଗାଇ ମୃତ୍ୟୁ ବରଣ କରିଛି। ମୃତ ଯୁବକ ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ର ପ୍ରତାପଗଡ଼ ଅଞ୍ଚଳର ସିଲେନ୍ଦର ୟାଦବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣା ପଡ଼ିବ ଯେ ଏହା ହତ୍ୟା ନା ଆତ୍ମହତ୍ୟା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login