The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ପିଟିପିଟି ହତ୍ୟା

Facebook
Twitter
LinkedIn

ବଲାଙ୍ଗୀର : ରକ୍ତ ଜୁଡୁବୁଡୁ ଯୁବକଙ୍କ ମୃତଦେହ ଉଦ୍ଧାର । ପଣ୍ଡରାପିଟା ଗାଁ ମୁଖ୍ୟ ବସ୍ତିରୁ ମୃତଦେହ ଉଦ୍ଧାର । ପିଟିପିଟି ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ । ଜଣେ ଯୁବକଙ୍କୁ ଅଟକ ରଖି ସଦର ଥାନା ପୋଲିସର ତଦନ୍ତ ।
ମୃତକ ଜଣକ ହେଉଛନ୍ତି ଭାସ୍କର ତାଣ୍ଡି। ହତ୍ୟାର ପ୍ରକୃତ କାରଣ ଜଣାପଡିନ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଅନ୍ୟପଟେ ପରିବାର ଲୋକେ ମଧ୍ୟ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମୃତଦେହକୁ ଭୀମଭୋଇ ମେଡିକାଲ କଲେଜକୁ ବ୍ୟବଛେଦ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login