ସମ୍ବଲପୁର : ସମ୍ବଲପୁର ରେମେଡ୍ ସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି । ଆପଣଙ୍କର ରୋଜଗାର ବଢିବ , ଖର୍ଚ୍ଚ କମିବ , ଆମ ପ୍ରାଥମିକତା । ଦେଶବାସୀଙ୍କ ବିଜୁଳି ବିଲ୍ ଶୂନ ହେବା ଆମର ଲକ୍ଷ୍ୟ । ରୁଫଟଫ୍ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢିବ । ଓଡିଶା ସୂର୍ଯ୍ୟ ଭଗବାନଙ୍କୁ ରାଜ୍ୟ, ଏଠି ସୋଲାର ଚମକିବ । ଆଶା, ଅଙ୍ଗନବାଡି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ । ଓଡିଶାର ୬୦ ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି । ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦି । ୧ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି , ୩ କୋଟି । ଓଡିଶାର ହଜାରହଜାର ଏସଏଚଜି ମହିଳାଙ୍କୁ ଲାଭ ମିଳିବାକୁ ଯାଉଛି ।
Views: 77