ଯାଜପୁର : ପରିବହନ ବିଭାଗ ଅତିରିକ୍ତ ସଚିବଙ୍କ ପ୍ରତିକ୍ରିୟା । ପରିବହନ ଅତିରିକ୍ତ ସଚିବ ଲାଲମୋହନ ସେଠୀଙ୍କ ପ୍ରତିକ୍ରିୟା । ଡ୍ରାଇଭରର ଭୁଲ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଲେ ଲାଲମୋହନ । ବସର କଣ୍ଡିସନ ଭଲ ଅଛି । ମାର୍ଚ୍ଚରେ ଫିଟନେସ ସାର୍ଟିଫିକେଟ ମିଳିଛି । ଦ୍ରୁତଗତି, ଓଭରଟେକ କିମ୍ବା ଫୋନରେ କଥା ହେବାରୁ ଦୁର୍ଘଟଣା ଘଟିଥାଇ ପାରେ । ବସର ବ୍ରେକ ମଧ୍ୟ ଲଗାଯାଇ ନ ଥିବା କହିଲେ ଲାଲମୋହନ । ୫ ଜୀବନ ଯାଇଥିବାରୁ ଡ୍ରାଇଭର ନାଁରେ ଅପରାଧିକ ମାମଲା ଲାଗିବ । ତଦନ୍ତ ଅଧିକ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Views: 76











