The Ultimate Managed Hosting Platform
ADVERTISEMENT

ଯନ୍ତାରେ ପଡିଲା ମଣିଷ ଖିଆ ବାଘ

Facebook
Twitter
LinkedIn

ନୂଆପଡ଼ା: କାବୁ ହେଲା ମଣିଷଖିଆ ବାଘ। ଯନ୍ତା ବସାଇ ଧରିଲା ବନବିଭାଗ । ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ ଧରିଛି ବନବିଭାଗ। ଏବେ ବାଘକୁ ନୂଆପଡ଼ା ବନବିଭାଗ କାର୍ୟ୍ୟାଳୟରେ ରଖାଯାଇଛି। ଆଜି ବାଘର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଗାଁର ଏକ ଘରେ ଲୁଚି ରହିଥିଲା କଲରାପତରିଆ ବାଘ। ଏହାପରେ ବନବିଭାଗ ଯନ୍ତା ବସାଇ ତାକୁ କାବୁ କରିଥିଲା। ଧରମବନ୍ଧା ଥାନା କୋଦୋପାଲି ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ। ଜଣେ ମହିଳାଙ୍କୁ ଟାଣି ମାରି ଖାଇ ଦେଇଥିଲା। କିଛି ଦିନ ପୂର୍ବରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ୮ବର୍ଷର ଶିଶୁକୁ ବାଘ ଝାମ୍ପି ନେବା ବେଳେ ଗାଁଲୋକ ଉଦ୍ଧାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login