The Ultimate Managed Hosting Platform
ADVERTISEMENT

ମୟୂରଭଞ୍ଜ ପାଇଁ ୨୦ କୋଟି

Facebook
Twitter
LinkedIn

ଭୁବନେଶ୍ୱର : ଆସିଲା ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ କ୍ଷୟକ୍ଷତି ରିପୋର୍ଟ । କାଳବୈଶାଖୀରେ ଜିଲ୍ଲାର ୧୩ଟି ବ୍ଲକର ୫୧ଟି ଗାଁ କ୍ଷତିଗ୍ରସ୍ତ । ୫୧ଟି ଗାଁର ୮ ହଜାର ୫୪୭ ଜଣ ବ୍ୟକ୍ତି ପ୍ରଭାବିତ । ସମୁଦାୟ ୩ ହଜାର ୫୩୮ ଘର କ୍ଷତିଗ୍ରସ୍ତ । ୪୪୨ ହେକ୍ଟର କୃଷି ଓ ଉଦ୍ୟାନ କୃଷି କ୍ଷତିଗ୍ରସ୍ତ । ସହାୟତା ବାବଦରେ ୨୦ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର । ଗତକାଲି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଗସ୍ତ କରିଥିଲେ ସୁରେଶ ପୂଜାରୀ । କାଳବୈଶାଖୀ ବର୍ଷାରେ କ୍ଷତିଗ୍ରସ୍ତଙ୍କ ଘର ବୁଲି ଦେଖିଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁରେଶ ପୂଜାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login