The Ultimate Managed Hosting Platform
ADVERTISEMENT

ମୋହନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠଳରେ ମୋହନଙ୍କ ନାଁ ଚୂଡାନ୍ତ । ଦକ୍ଷିଣ ଉଜ୍ଜୟିନୀ ବିଧାୟକ ମୋହନ ଯାଦବ । ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ । ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ମୋହନ । ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମରେ ସର୍ବଦଳୀୟ ସମ୍ମତି ମିଳିଛି । ମଧ୍ୟପ୍ରଦେଶରେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ଜିତିବା ପରେ ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରା ମଧ୍ୟ ରହିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login