ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିକ୍କିମ ଗସ୍ତ ବାତିଲ । ଖରାପ ପାଗ ଯୋଗୁଁ ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରନ୍ସେିଂ ମାଧ୍ୟମରେ ସମ୍ବୋଧନ କରିବେ । ଏବେ କିନ୍ତୁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ । ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତରେ ବିକାଶମୂଳକ ଉଦଘାଟନ କରାଯିବ । ଯାହା ବିହାର ବାସିନ୍ଦାଙ୍କ ପାଇଁ ବିଶେଷ ଦିନ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ଆରମ୍ଭ କରିବା ପୂର୍ବରୁ କହିଥିଲେ ।
Views: 51











