The Ultimate Managed Hosting Platform
ADVERTISEMENT

ମୋଦିଙ୍କ ସହ ସେଲଫି ନେଲେ ଇଟାଲୀ ପ୍ରଧାନମନ୍ତ୍ରୀ, ଇନଷ୍ଟାରେ ପୋଷ୍ଟ କରି କହିଲେ ଭଲ ବନ୍ଧୁ

Facebook
Twitter
LinkedIn

ନୂଆଦିଲ୍ଲୀ : ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀରେ ପ୍୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଇଟାଲୀ ପ୍ରଧାନମନ୍ତ୍ରୀଙ୍କର ଭେଟ ହେଆିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ସେଲଫି ସେୟାର କରିଛନ୍ତି । ମେଲୋନି ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀ ସମୟରେ ଏହି ସେଲଫି ନେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “COP28 ରେ ଭଲ ବନ୍ଧୁ।” ପିଏମ ମେଲୋନି ସେୟାର କରିବା ମାତ୍ରେ ଏହି ସେଲଫି ଭାଇରଲ ହୋଇଥିଲା । ଅନେକ ଯୁଜର୍ସ ଏହାକୁ ନେଇ କମେଣ୍ଟ କରୁଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀ (COP28 ସମ୍ମିଳନୀ) ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login