ଭୁବନେଶ୍ୱର : ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସରୁ ବହିଷ୍କୃତ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମୋକିମ ବହିଷ୍କୃତ । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ ଏଆଇସିସିର ଅନୁମୋଦନ ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ । ଭକ୍ତଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ମୋକିମ । ଭକ୍ତଙ୍କ ନେତୃତ୍ୱରେ ପିସିସି ଆଗକୁ ବଢିବା ଅସମ୍ଭବ ଚିଠିରେ ଲେଖିଥିଲେ । ରାହୁଲ ଓ ଖଡଗେଙ୍କ ନେତୃତ୍ୱ ଉପରେ ବି ପ୍ରଶ୍ନ ଉଠାଇଥିଲେ । ଏଆଇସିସ ପକ୍ଷରୁ ନିଆଗଲା କାର୍ୟ୍ୟାନୁଷ୍ଠାନ । ରାହୁଲ ଗାନ୍ଧି ଓ ଖଡ୍ ଗେଙ୍କ ନେତୃତ୍ବ ନେଇ ପ୍ରଶ୍ନ ଉଠାଇଥିଲେ ମୋକିମ । ୪ ଦିନ ତଳେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ ମୋକିମ ।
Views: 59











