The Ultimate Managed Hosting Platform
ADVERTISEMENT

ମେ’ରେ ଯାଇ ପାରିବେ କେଦାରନାଥ ଧାମ

Facebook
Twitter
LinkedIn

ନୂଆାଦିଲ୍ଲୀ: ହିମାଳୟ ପାର୍ବତ୍ୟାଞ୍ଚଳରେ ଉତ୍ତରାଖଣ୍ଡ ରାଜ୍ୟରେ ଥିବା ହିନ୍ଦୁଙ୍କ ତିନି ପ୍ରସିଦ୍ଧ ଧର୍ମପୀଠ ଶୀତ ଋତୁରେ ବନ୍ଦ ରହିଥିବା ବେଳେ କେଦାରନାଥ ଧାମ ମଇ ୧୦ ସକାଳ ୭ଟାରେ , ବଦ୍ରିନାଥ ଧାମ ୧୨ ତାରିଖ ସକାଳ ୬ଟାରେ ଓ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ। ପ୍ରତିବର୍ଷ ପାଣିପାଗକୁ ନେଇ ଏପ୍ରିଲ/ମେ’ରୁ ନଭେମ୍ବର/ଡିସେମ୍ବର ମଧ୍ୟରେ ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତ ଚାରିଧାମ ଯାତ୍ରାରେ ବାହାରି ଏହି ଧର୍ମପୀଠଗୁଡ଼ିକରେ ଦେବ ଦର୍ଶନ ଓ ପୂଜାପାଠ କରିଥାନ୍ତି। ଶୀତ ଓ ତୁଷାରପାତ କାରଣରୁ ବଦ୍ରିନାଥ ଧାମ ଗତ ନଭେମ୍ବର ୧୮ରୁ ଓ ଗଙ୍ଗୋତ୍ରୀ ଧାମ ନଭେମ୍ବର ୧୪ରୁ ବନ୍ଦ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login