ଭୁବନେଶ୍ୱର : ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ ବୟାନ । ବଡ ସୂଚନା ଦେଲେ ବିଜେପି ସଭାପତି ମନମୋହନ ସାମଲ । ଓଡିଶାରେ ବିଜେପି ସରକାର ହେବ କହିଲେ ମନମୋହନ ସାମଲ । ଓଡିଶାର ଅସ୍ମିତା ନେଇ ନିର୍ବାଚନ ଲଢିବ ବିଜେପି । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ । ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ମନମୋହନଙ୍କ ଉତ୍ତର । ମୁଁ ବାରମ୍ବାର କହୁଛି ଓଡିଶାରେ ବିଜେପି ସରକାର ହେବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ । ବିଜେପି ଅକାକି ସରକାର କରିବ କହିଲେ ମନମୋହନ ।
Views: 80











