The Ultimate Managed Hosting Platform
ADVERTISEMENT

ମେଣ୍ଟ ସମ୍ଭାବନା ନାହିଁ -ଅପରାଜିତା

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟ ପଦାଧିକାରୀ ବୈଠକ ପରେ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟା । ନିର୍ବାଚନରେ ଯୁଦ୍ଧ କରିବାର ଅଛି କହିଲେ ସାଂସଦ ଅପରାଜିତା । କୈାଣସି ଦଳ ସହ କୈାଣସି ପ୍ରକାର ସାଲିସର ପ୍ରଶ୍ନ ଉଠୁନି । କୈାଣସି ଦଳ ସହ ମେଣ୍ଟର ସମ୍ଭାବନା ନାହିଁ ବୋଲି କହିଛନ୍ତି ଅପରାଜିତା । କିଛି ବ୍ୟକ୍ତି ବିଜେପି-ବିଜେଡି ମେଣ୍ଟ ସମ୍ଭାବନା ଥିବା ଅପପ୍ରଚାର କରୁଛନ୍ତି । କୈାଣସି ମେଣ୍ଟ ସମ୍ଭାବନା ନାହିଁ, ମିଳାମିଶା ନାହିଁ ଆଜି ସ୍ପଷ୍ଟ କୁହାଯାଇଛି । ୧୪୭ ବିଧାନସଭା , ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବୁ । ଜୋରଦାର କ୍ୟାମ୍ପେନ ସହ ଲଢେଇ କରିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login