The Ultimate Managed Hosting Platform
ADVERTISEMENT

ମେଣ୍ଟ ଚର୍ଚ୍ଚା ହୋଇନି –ତୋମାର

Facebook
Twitter
LinkedIn

ଭୁବନେଶ୍ୱର : ମନମୋହନଙ୍କ ପରେ ସମାନ କଥା କହିଲେ ବିଜୟପାଲ ସିଂ ତୋମାର । ମେଣ୍ଟ ନେଇ କୈାଣସି ଚର୍ଚ୍ଚା ହୋଇନି ବୋଲି କହିଲେ ତୋମାର । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲସିଂ ତୋମାରଙ୍କ ମନ୍ତବ୍ୟ । ଏ ପର୍ଯ୍ୟନ୍ତ ଏ ନେଇ କୈାଣସି ଚର୍ଚ୍ଚା ହୋଇନି । ଆମେ ରାଜ୍ୟରେ ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ୮୦ରୁ ଅଧିକ ସିଟ ପାଇ ସରକାର କରିବୁ । ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ । ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ତୋମାର । ମୋତେ କେହି ଭେଟିନାହାନ୍ତି ବୋଲି ସ୍ପଷ୍ଟ କଲେ । ମେଣ୍ଟ କଥା ଯିଏ କହୁଛି ତାକୁ ପଚାର ବୋଲି କହିଲେ । ମେଣ୍ଟ ଚର୍ଚ୍ଚା ହୋଇନି ବୋଲି କାଲି କହିଥିଲେ ମନମୋହନ ସାମଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login