The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମୃତଦେହ ରହିଥିବା ସ୍କୁଲ ଘର ଭଙ୍ଗାଯିବ !

Facebook
Twitter
LinkedIn

ବାଲେଶ୍ୱର : ଭଙ୍ଗାଯାଇପାରେ ବାହାନଗା ହାଇସ୍କୁଲରେ ମୃତଦେହ ରହିଥିବା ଘର । ସ୍କୁଲ ପରିଦର୍ଶନ ବେଳେ ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ । ସ୍କୁଲ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ । ସ୍କୁଲ ପରିଚାଳନା କମିଟି ଏ ନେଇ ନିଷ୍ପତ୍ତି ଜଣାଇଲେ ପଦକ୍ଷେପ ନିଆଯିବ । ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଉକ୍ତ ଘରେ ରଖାଯାଇଥିଲା । ପିଲା ଡରୁଥିବାରୁ ସମ୍ପୃକ୍ତ ସ୍କୁଲ ଘରକୁ ନେଇ ସଂଶୟ ରହିଥିଲା ।
ବାହାନଗା ହାଇସ୍କୁଲରେ କୋମଳମତି ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ, ଟ୍ରେନ୍ ଦୁର୍ଘଟଣା ପରେ ଏଠାରେ ଶହ ଶହ ମୃତ ଦେହ ରଖାଯାଇଥିଲା । ବର୍ତ୍ତମାନ ସେହି ସ୍କୁଲକୁ ଛୋଟ ଛୋଟ ପିଲା ପାଠପଢିବାକୁ ଯିବା ନେଇ ଆପତ୍ତି ଉଠାଇଛନ୍ତି ଅଭିଭାବକ । ସ୍କୁଲରେ ପାଠ ପଢାଗଲା ଭଳି ବାତାବରଣ ନାହିଁ ବୋଲି ଅଭିଭାବକ କହିଛନ୍ତି । ତେବେ ସ୍କୁଲ କମିଟି କହିଲେ ସ୍କୁଲ ଘର ଭଙ୍ଗାଯାଇପାରେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login