The Ultimate Managed Hosting Platform
ADVERTISEMENT

ମୁମ୍ବାଇ, ଦିଲ୍ଲୀ ମ୍ୟାଚରେ ଫୁଟିବନି ବାଣ

Facebook
Twitter
LinkedIn

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇର ବଡ ପଦକ୍ଷେପ । ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି । ଏ ନେଇ ଆଇସିସିକୁ ଅବଗତ କରିଥିବା ଜୟ ଶାହାଙ୍କ ସୂଚନା । କାଲି ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଆସନ୍ତା ସୋମବାର ଦିଲ୍ଲୀରେ ବାଂଲାଦେଶ –ଶ୍ରୀଲଙ୍କା ମୁକାବିଲା । ଦୁଇଟି ଯାକ ମେଟ୍ରୋ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ହେବା କାରଣରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଡ ମୁମ୍ବାଇରେ ବିଗୁଡିଥିବା ବାୟୁ ଗୁଣବତ୍ତାକୁ ନେଇ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଏହାପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ବିସିସିଆଇ ଜୟ ଶାହା ଏହାକୁ ନେଇ ସୂଚନା ଦେଇଛନ୍ତି । ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ମଙ୍ଗଳବାର ମୁମ୍ବାଇରେ ସମୁଦାୟ AQI ୧୭୨ ଥିବାବେଳେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବିପଜ୍ଜନକ ସ୍ତରରେ ୨୬୦ ସ୍ତରରେ ପହଞ୍ଚିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁଣି ଟ୍ରମ୍ପଙ୍କୁ ପ୍ରଂଶସାରେ ପୋତିଲେ ଶେହବାଜ ସରିଫ

ପୁଣି ଟ୍ରମ୍ପଙ୍କୁ ପ୍ରଂଶସାରେ ପୋତିଲେ ଶେହବାଜ ସରିଫ

ନୂଆଦିଲ୍ଲୀ : ପୁଣି ଟ୍ରମ୍ପଙ୍କୁ ଭାରତ-ପାକ୍ ଯୁଦ୍ଧ ବନ୍ଦର ଶ୍ରେୟ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ମେ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ...

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଚୀନରେ ଭୂକମ୍ପ ଝଟକା

ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି...

Login