The Ultimate Managed Hosting Platform
ADVERTISEMENT

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ । ଭୁବନେଶ୍ୱର ଓ ବ୍ରହ୍ମପୁର ଘର ଓ ଅଫିସରେ ଚାଲିଛି ଚଢାଉ । ପାଣ୍ଡରାରେ ଥିବା ଏକ ମହଲା ଘର, ପାଣ୍ଡରା ଗାଁରେ ଥିବା ୩ ମହଲା ଘର, ଚନ୍ଦ୍ରଶେଖର ପୁରରେ ଥିବା ଦୁଇ ମହଲା ଘର ସମେତ ଅଫିସ ଚ୍ୟାମ୍ବରେ ଚାଲିଛି ଚଢ଼ଉ। ସେହିପରି ବ୍ରହ୍ମପୁରର ନୀଳାଞ୍ଚଳ ହାଇଟ୍ସ ଆପାର୍ଟମେଣ୍ଟରେ ବି ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି । ୟୁନିଟ୍-୩ ସରକାରୀ ବାସଭବନରୁ ଠାବ ହୋଇଛି ଲକ୍ଷାଧିକ ଟଙ୍କାର ସୁନା ଗହଣା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...

Login