The Ultimate Managed Hosting Platform
ADVERTISEMENT

ମିଶନ “ସୂର୍ଯ୍ୟ” ପୂର୍ବରୁ ତିରୁପତି ମନ୍ଦିରରେ ଇସ୍ରୋ ବୈଜ୍ଞାନିକ

Facebook
Twitter
LinkedIn

ନୂଆଦିଲ୍ଲୀ : ମିଶନ ସୂର୍ଯ୍ୟ ପୂର୍ବରୁ ଇଶ୍ୱରଙ୍କ ଆର୍ଶୀବାଦ ଲୋଡିଲୋ ଇସ୍ରୋ ବୈଜ୍ଞାନିକ । ତିରୁପତି ତିରୁମାଲା ଶ୍ରୀଭେଙ୍କଟେଶ୍ୱର ମନ୍ଦିରରେ ଇସ୍ରୋ ବୈଜ୍ଞାନିକ । ଆଦିତ୍ୟ ଏଲ-୧ ମିସନର ଏକ ପ୍ରତିକୃତି ଧରି ମନ୍ଦିରରେ ପୂଜାର୍ଚ୍ଚନା । ଆସନ୍ତାକାଲି ଦିନ ୧୧ଟା ୫୦ରେ ଇସ୍ରୋ ଲଞ୍ଚ କରିବ ସୂର୍ଯ୍ୟ ମିଶନ । ଚନ୍ଦ୍ରାୟନ -୩ର ସଫଳଥା ପରେ ଆସନ୍ତାକାଲି ଇସ୍ରୋ ଲଞ୍ଚ କରିବ ଆଦିତ୍ୟ ଏଲ-୧ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login