The Ultimate Managed Hosting Platform
ADVERTISEMENT

ମା’ ର ତଣ୍ଟି ଚିପି ମାରିଲା ପୁଅ

Facebook
Twitter
LinkedIn

ବରଗଡ : ପୁଅ ସାଜିଲା ରାକ୍ଷାସ । ନିଜ ଜନ୍ମ କଲା ମାକୁ ମାରିବାକୁ ପଛାଇଲା ନାହିଁ । ମା’କୁ ତଣ୍ଟିଚିପି ମାରିଦେଲା ସଇତାନ ପୁଅ । ସଦରଥାନା ପିପିଲିପାଲି ଗାଁରେ ଅଭାବନୀୟ ଘଟଣା । ୭୦ ବର୍ଷୀୟା ବୃଦ୍ଧା ମାକୁ ମାଡ ମାରିବା ସହ ତଣ୍ଟିଚିପି ମାରିଲା ପୁଅ । ଅଭିଯୁକ୍ତ ପୁଅକୁ ଅଟକ ରଖି ସଦର ଥାନା ପୁଲିସର ଛାନଭିନ ।

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଗୁଳି
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login