ଭୁବନେଶ୍ୱର : ତେଲୁଗୁ ସିନେମାରେ ନାୟିକା ହେବେ ମାଲକାନଗିରିର ଝିଅ । ମାଲକାନଗିରି କାଲିମେଳା ବ୍ଲକ ଏମଭି ୭୫ ଗାଁର ଝିଅ ମୋନିକା ସମାଦ୍ଦାର ତେଲୁଗୁ ସିନେମାର ସୁଟିଂ ସେଟରେ ଦେଖିବାକୁ ମିଳିଛି । ତେଲୁଗୁ ଚଳଚ୍ଚିତ୍ର ‘ଗାରାଗା’ ଚଳଚ୍ଚିତ୍ରରେ ମୋନିକା ସମାଦ୍ଦାର ହିରୋଇନ ଭାବରେ ଲିଡ ରୋଲରେ ଆସିବେ ।ଏହି ଚଳଚ୍ଚିତ୍ରର ସୁଟିଂ ଏବେ ଚାଲିଛି । ମୋନିକାଙ୍କର ବାପା ଗୈାତମ ସମାଦ୍ଦାର ପେଶାରେ ଜଣେ ବ୍ୟବସାୟୀ । ବଡ ଭାଇ ହାଇଦ୍ରାବାଦରେ ସଏକ ଟ୍ରାଭେଲ କମ୍ପାନୀରେ ଚାକିରି କରନ୍ତି । ବେଙ୍ଗଲୀ ପରିବାରରୁ ଆସିଥିବା ମୋନିକା ମାଲକାନଗିରିରେ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ପାଠ ଶେଷ କରିଥିଲେ । ନିଜ ବଡ ଭାଇଙ୍କ ସହ ହାଇଦ୍ରାବାଦକୁ ଡ୍ୟାନ୍ସ ଶିଖିବାକୁ ଯାଇଥିଲେ । ତାଙ୍କର ଏଭଳି ଇଚ୍ଛା ଦେଖି ତାଙ୍କ ବଡ ଭାଇ ହାଇଦ୍ରାବାଦର ଏକ ଡ୍ୟାନ୍ସ ଷ୍ଟୁଡିଓ ଏଳାଡେମୀରେ ଭର୍ତ୍ତି କରାଇଥିଲେ । ମୋନିକାଙ୍କର ନୃତ୍ୟ ଶୈଳୀ ଓ ଛୋଟ ଛୋଟ ଅଭିନୟକୁ ଦେଖି ସଟ୍ ମୁଭିରେ କାର୍ଯ୍ୟ କରିବା ପାଇଁ ଅଫର ଆସିଥିଲା । ତେବେ ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ଜନ୍ମ ହୋଇ ତେଲୁଗୁ ସିନେମାରେ ନାୟିକା ଭାବରେଅଭିନୟ କରି ମୋନିକା ଉଦାହରଣ ସାଜିଛନ୍ତି ।
ମାଲକାନଗିରିରୁ ଟଲିଉଡ, ତେଲୁଗୁ ସିନେମାରେ ନାୟିକା ହେବେ ମାଲକାନଗିରିର ଝିଅ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







