The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମାଡି ବସିଲା କାନ୍ଥ , ୨ ମୃତ

Facebook
Twitter
LinkedIn

କୁଚିଣ୍ଡା : ବିଜଡିହିରେ ଭୁଶୁଡି ପଡିଲା କାନ୍ଥ । କାନ୍ଥ ମାଡି ବସିବାରୁ ୨ ଜଣଙ୍କ ମୃତ୍ୟୁ । ପୁରୁଣା କାନ୍ଥ ଭାଙ୍ଗିବା ସମୟରେ କାନ୍ଥ ମାଡି ବସିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା , ଜଣେ ପୁରୁଷ ରହିଛନ୍ତି । ମୃତ ମହିଳା ଜଣଙ୍କ ନିଜ ମାଟି ଘର ଭାଙ୍ଗୁଥିଲେ । ଅନ୍ୟ ମୃତକ ଜଣକ ଶ୍ରମିକ ହୋଇଥିବା ସୂଚନା । ମହିଳା ନମିତା ପଟେଲ ସ୍ଥାନୀୟ କିଣ୍ଡିରା ଗାଁ ଲଳିତ ଦେହୁରୀଙ୍କୁ ଆଜି ସକାଳେ ନିଜ ଘରର ପୁରୁଣା କାନ୍ଥ ଭଙ୍ଗିବା ପାଇଁ ଡାକିଥିଲେ। ତେବେ କାନ୍ଥ ଦୁର୍ବଳ ଥିବାରୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ପଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login