ଭୁବନେଶ୍ୱର : ପୁମି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ । ଭାଇରାଲ ନେଇ ସତ୍ୟତା ଜଣାପଡିନି । କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ ଭାଇରାଲ ହୋଇଛି । ପରୀକ୍ଷା ଆରମ୍ଭର ଯଥେଷ୍ଟ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ । ପରୀକ୍ଷା ସରିବା ପରେ ଭାଇରାଲ ପ୍ରଶ୍ନପତ୍ରର ସତ୍ୟତା ଜଣାପଡିବ । ଏନେଇ ବୋର୍ଡ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।
Views: 78











