The Ultimate Managed Hosting Platform
ADVERTISEMENT

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନମୁନା ପ୍ରଶ୍ନପତ୍ର

Facebook
Twitter
LinkedIn

ଭୁବନେଶ୍ୱର : ୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଦିଆଯିବ ନମୁନା ପ୍ରଶ୍ନପତ୍ର । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଦିଆଯିବ ନମୁନା ପ୍ରଶ୍ନପତ୍ର । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି । ପଠାଯାଇଥିବା ପ୍ରଶ୍ନପତ୍ର ସବୁ ପିଲାଙ୍କୁ ଦେବାକୁ ଚିଠିରେ ନିଦେ୍ର୍ଦଶ । ପ୍ରଶ୍ନପତ୍ର ଅନୁଯାୟୀ ବୋର୍ଡ ପରୀକ୍ଷା ପ୍ରସ୍ତୁତି କରିପାରିବେ ଛାତ୍ରଛାତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login