The Ultimate Managed Hosting Platform
ADVERTISEMENT

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଟ୍ରାକ୍ଟର

Facebook
Twitter
LinkedIn

ମାଲକାନଗିରି : ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲ ନିର୍ମାଣ ପାଇଁ ନିୟୋଜିତ ଟ୍ରାକ୍ଟର ମିକ୍ସଚର ମେସିନ ଜାଳିଦେଲେ ମାଓବାଦୀ । ଛଚ୍ଛିଶଗଡର ନାରାୟଣପୁର ଜିଲ୍ଲାର ଅଭୁଝାମାଡ ଜଙ୍ଗଲରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ୫୦ରୁ ସଶସ୍ତ୍ର ମାଓବାଦୀ ଏଭଳି ପୋଡଜଳା କରିଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login