The Ultimate Managed Hosting Platform
ADVERTISEMENT

ମାଆ ହେଲେ ଅଭିନେତ୍ରୀ ମୋହିନା, ଶିଶୁ ପୁତ୍ରକୁ ଦେଲେ ଜନ୍ମ

Facebook
Twitter
LinkedIn

କିଛି ଦିନରୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରୁ ଅନେକ ଖୁସି ଖବର ଶୁଣିବାକୁ ମିଳୁଛି । କିଏ ବିବାହ କରୁଛି ତ ଆଉ କାହା ଘରେ କୁନି ଶିଶୁକୁ ସ୍ଵାଗତ କରାଯାଉଛି । ‘ୟେ ରିସ୍ତା କ୍ୟା କେହଲାତା ହୈ ‘ର ଫେମ୍‌ ଅଭିନେତ୍ରୀ ମୋହିନା କୁମାରୀ ସିଂ ଏହି ସମୟରେ ଖୁସି ଖବର ଦେଇଛନ୍ତି । ଖବର ମୁତାବକ, ଟିଭି ସିରିଏଲ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ମୋହିନା କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ଗର୍ଭଧାରଣର ବିଷୟରେ ଜଣାଇଥିଲେ। ଏହା ପରେ ମୋହିନା ସୋସିଆଲ ମିଡିଆରେ ତାଙ୍କ ଗର୍ଭଧାରଣ ସମୟର ଅନେକ ଯାତ୍ରା ବିଷୟରେ ପ୍ରତ୍ୟେକ ଛୋଟ ସ୍ମୃତିକୁ ସେୟାର କରିଥିଲେ । ହେଲେ ବର୍ତ୍ତମାନ ଯାଏଁ ଶିଶୁ ବିଷୟରେ ଏପର୍ଯ୍ୟନ୍ତ ଅଭିନେତ୍ରୀ କି ତାଙ୍କୁ ପରିବାର ମଧ୍ୟର କୌଣସି ସୂଚନା ମିଳିନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ ମୋହିନା ମୁମ୍ବାଇର ଏକ ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ ଏହା ଦେଖିବାକୁ ବାକି ରହିଲା ଅଭିନେତ୍ରୀଙ୍କ ପରିବାରରୁ ଏଖବର କେତେ ଦିନ ନିଶ୍ଚିତ ହୋଇପାରୁଛି ।

କହିବାକୁ ଗଲେ ଟେଲି ଅଭିନେତ୍ରୀ ତଥା କୋରିଓଗ୍ରାଫର ମୋହିନା କୁମାରୀ ସିଂ ୨୦୧୯ରେ ସୁୟଶ ରାୱତଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଗ୍ଲାମର ଦୁନିଆକୁ ବିଦାୟ ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ...

ADVERTISEMENT
ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଭୁବନେଶ୍ୱର : ଅବସରପ୍ରାପ୍ତ ୬୩୮୭ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ...

ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବଙ୍କ ଚିଠି । ମହାନଦୀ ଜଳ ବିବାଦ ନେଇ ପ୍ରତିଉତ୍ତର ରଖି ଲେଖିଲେ ଚିଠି ।ଆପୋସ ଆଲୋଚନାରେ...

Login