The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ରରେ ଏନଡିଏ ଓ ଝାଡଖଣ୍ଡରେ ଜେଏମଏମ ଝଡ

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଆଜି ହେଉଛି ଭୋଟ ଗଣତି । ପ୍ରରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଏବଂ ଝାଡଖଣ୍ଡର ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନୋତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ଟକ୍କର ଜାରି ରହିଥିଲା । ମହାରାଷ୍ଟ୍ରରେ ଏନଡିଏ ସୁନାମି , ଝାଡଖଣ୍ଡରେ ଜେଏମଏମ ଝଡ ବହିବା ଆରମ୍ଭ କଲାଣଇ । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱଧୀନ ମହାୟୁତି ଆଗରେ ରହିଛି । ଝାଡଖଣ୍ଡରେ ଜେଏମଏମ ମିଳିତ ମଞ୍ଚ ପୁଣି ଥରେ ସଂଖ୍ୟା ଗରିଷ୍ଠତା ଅତିକ୍ରମ କରିଛି । ଜେଏମଏମ ମିଳିତ ମଞ୍ଚ ପୁଣି ଥରେ କ୍ଷମତାକୁ ଫେରୁଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login