The Ultimate Managed Hosting Platform
ADVERTISEMENT

ମହାନଦୀକୁ ଡେଇଁ ଯୁବକ ନିଖୋଜ !

Facebook
Twitter
LinkedIn


ସମ୍ବଲପୁର : ମହାନଦୀକୁ ଡେଇଁ ଯୁବକ ନିଖୋଜ ସନେ୍ଦହ । ଚାଉଁରପୁର ବ୍ରିଜରୁ ଡେଇଁ ଯୁବକ ନିଖୋଜ ସନେ୍ଦହ । ବ୍ରିଜ ଉପରେ ସ୍କୁଟି ଓ ଚପଲ ପଡିଥିବାରୁ ଡେଇଁପଡିଥିବା ସନେ୍ଦହ । ଯୁବକ ଜଣକ ଏକ ଶିଳ୍ପ ସଂସ୍ଥାରେ କାମ କରୁଥିବା ସୂଚନା । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ।

ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login