The Ultimate Managed Hosting Platform
ADVERTISEMENT

ମନ୍ଦିରରୁ ସିରିଜ ଲୁଟ

Facebook
Twitter
LinkedIn

ନୀଳଗିରି : ତାଲା ଭାଙ୍ଗି ମନ୍ଦିରରୁ ସିରିଜ ଚୋରି । ଲକ୍ଷାଧିକ ଟଙ୍କାର ମୁକୁଟ ସମେତ ସୁନା ଅଳଙ୍କାର ଲୁଟ । ପୋଡଶୂଳ ଅଞ୍ଚଳର ଶନି ଓ କାଳୀ ମନ୍ଦିରରୁ ଚୋରି । ଅଭିଯୋଗ ପରେ ନୀଳଗିରି ପୋଲିସର ଛାନଭିନ । ସୂଚନା ଅନୁଯାୟୀ , ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲ ଗୁଡିକରେ ଫୋପାଡି ଚାଲିଯାଇଛନ୍ତି । ସକାଳୁ ସ୍ଥାନୀୟ ପୂଜକ ମନ୍ଦିର ପୂଜା କରିବାକୁ ଆସି ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ । ନୀଳଗିରି ପୋଲିସ ଘଡଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିକଟସ୍ଥ ଗାଁ ଗୁଡିକରୁ ମଧ୍ୟ ଚୋରି ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login