ବଲାଙ୍ଗୀର : ମଦ ବ୍ୟବସାୟୀଙ୍କ ଠାରୁ ବିପୁଳ ଟଙ୍କା ଜବତ ପ୍ରସଙ୍ଗ । ଜବତ ବିପୁଳ ଟଙ୍କାକୁ ଏସବିଆଇ ଷ୍ଟ୍ରଙ୍ଗ ରୁମରେ ରଖିବାକୁ ଜାଗା ନାହିଁ । ସ୍ଥାନାଭାବ ନେଇ ଏସବିଆଇ ଓ ଆରବିଆଇର ଉପରିସ୍ଥ ଅଧିକାରୀଙ୍କୁ ଜଣାଗଲା । ବଲାଙ୍ଗୀର ଷ୍ଟ୍ରଙ୍ଗ ରୁମରେ ୩୫୦ କୋଟି ଟଙ୍କା ରଖିବାର କ୍ଷମତା ରହିଛି ।ଷ୍ଟ୍ରଙ୍ଗ ରୁମରେ ନିୟମିତ ୨୦୦/୩୦୦ କୋଟି ଟଙ୍କା ରହିଥାଏ । ତେବେ ଏତେ ଟଙ୍କା ଜବତ ହେବା ପରେ ଏସବିଆଇ ଅଧିକାରୀଙ୍କ ଚିନ୍ତା ବଢିଛି ।
Views: 82











