ନୂଆଦିଲ୍ଲୀ : ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା । ଘଟଣାକୁ ନେଇ ଏକ୍ସରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀ ଟଙ୍କାର ପାହାଡ ଦେଖନ୍ତୁ ଓ ତାଙ୍କ ନେତାଙ୍କ ଭାଷଣ ଶୁଣନ୍ତୁ । ଟଙ୍କା ଦେଖନ୍ତୁ ଓ ସେମାନଙ୍କ ନେତାଙ୍କର ଇମାନଦାରୀର ଭାଷଣ ଶୁଣନ୍ତୁ । ଜନତାଙ୍କଠାରୁ ଯାହା ଲୁଟିଛ, ତାକୁ କଡାଗଣ୍ଡା ଫେରାଇବାକୁ ପଡିବ । ଏହା ମୋଦିଙ୍କର ଗ୍ୟାରେଣ୍ଟି ବୋଲି ଏକ୍ସରେ ଲେଖିଲେ ପ୍ରଧାନମନ୍ତ୍ରୀ ।

Views: 115











