ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ସମନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪ର୍ଥ ଥର ପାଇଁ ଇଡିର ସମନ । ପଚରାଉଚରା ପାଇଁ ୧୮ ତାରିଖରେ ହାଜର ହେବାକୁ ନୋଟିସ । ଇଡିର ୩ ଥର ସମନ ସତ୍ତ୍ୱେ ହାଜର ହୋଇ ନ ଥିଲେ କେଜ୍ରିବ୍ୱାଲ । ଇଡିର ନୋଟିସକୁ ବେଆଇନ ବୋଲି କହିଥିଲେ କେଜ୍ରିଓ୍ବାଲ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ।
Views: 95











