କେସିଙ୍ଗା : କେସିଙ୍ଗା ଷ୍ଟେସନରେ ମଝିରେ ଅଲଗା ହୋଇଗଲା ମାଲବାହୀ ଟ୍ରେନ । ଆଲୁମିନିୟମ ଲାଡେ କରି ଟ୍ରେନଟି ଦାମନଯୋଡିରୁ ଅନୁଗୁଳ ଯାଉଥିଲା । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ଟ୍ରେନଟି ମଝି ଭାଗରୁ ଛିଡି ଅଲଗା ହୋଇଯାଇଛି । ପାଖାପାଖି ୩୦ ମିଟର ଇଞ୍ଜିନ ଛାଡି ପଳାଇଲା ବଗି । ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।ଘଟଣା ସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଂଚିଛି ତଦନ୍ତ କରୁଛି।
Views: 85











