ବ୍ରହ୍ମପୁର : ଭ୍ୟାନ ଧକ୍କାରେ ୨ ବାଇକ ଆରୋହୀ ଯୁବକଙ୍କ ଚାଲିଗଲା ଜୀବନ । ସଦର ଥାନା ବାଇଗଣ ବାଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ମୃତକ ହେଲେ ପାଟପୁର ଥାନା ଖଲିଙ୍ଗି ଗାଁର । ପୋଲିସ ଘଟଣାର ତଦନ୍ତ କରୁଛି ।
Views: 66
ବ୍ରହ୍ମପୁର : ଭ୍ୟାନ ଧକ୍କାରେ ୨ ବାଇକ ଆରୋହୀ ଯୁବକଙ୍କ ଚାଲିଗଲା ଜୀବନ । ସଦର ଥାନା ବାଇଗଣ ବାଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ମୃତକ ହେଲେ ପାଟପୁର ଥାନା ଖଲିଙ୍ଗି ଗାଁର । ପୋଲିସ ଘଟଣାର ତଦନ୍ତ କରୁଛି ।
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...