The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଥରିଲା ଦିଲ୍ଲୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ ଅନୂଭୁତ ହୋଇଛି । ଭୂକମ୍ପର ତୀବ୍ରତା ଏତେ ଜୋର ଥିଲା କି କିଛି ସମୟ ପର୍ୟ୍ୟନ୍ତ ଲୋକମାନେ ଅନୁଭବ କରିପାରିଥିଲେ । ଆମେରିକାର ଭୂଗର୍ଭ ସର୍ବେକ୍ଷଣ ସଂସ୍ଥା ୟୁଏସଜିଏସ କହିବା ମୁତାବକ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ହିନ୍ଦୁକୁଶ । ଏଠାରେ ଅନୁଭୂତ ହୋଇଥିବା ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଓ ଦ୍ୱିତୀୟ ଭୂକମ୍ପର ତୀବ୍ରତା ୬.୪ ରହିଛି । ଗୋଟିଏ ପଟେ ଗୋଟିଏ ଭୂକମ୍ପର ତୀବ୍ର ଝଟକାରେ ଲୋକମାନେ ଭୟଭିତ ହୋଇପଡିଥିଲେ । ଏହି ଭୂକମ୍ପରେ କୌଣସି ପ୍ରକାର ଧନଜୀବନ ନଷ୍ଟ ହୋଇନାହିଁ । ଆଫାଗାନିସ୍ତାନରେ ଭୂକମ୍ପର ତୀବ୍ରତା ୬.୧ ମପା ଯାଇଛି । ଏହାର ଝଟକା ଉତର ଭାରତର କିଛି ଅଂଶରେ ମଧ୍ୟ ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ୨.୫୦ ମିନିଟରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ର କାବୁଲ ଠାରୁ ୨୪୧ କିଲୋମିଟର ଉତର ଉତର ପୂର୍ବରେ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login